ଉଦ୍ଦେଶ୍ୟ:

ବାଲେଶ୍ଵର ଜିଲ୍ଲାର କୃଷି ବିଭାଗ କିଛି ବର୍ଷ ରେ ବହୁତ ସୁନ୍ଦର ପ୍ରଗତି କରିଛି ଏବଂ ଉତ୍ପାଦନ ଏବଂ ଉତ୍ପାଦନ ଶକ୍ତି ରେ ବି ଉଲ୍ଲେଖନୀୟ ବୃଦ୍ଧି ହୋଇଛି ଏହାର ମୂଳ ଲକ୍ଷ୍ୟ । ଯାହା ଧାନ ,ଆଖୁ ,ବାଦାମ ଏବଂ ସବୁଜ ପନିପରିବା ରେ ସୀମିତ ଅଛି .ବର୍ତମାନ ଅଭିମୁଖୀ ପ୍ରସାରଣ କୁ ବଜାରରେ କମ ମୂଲ୍ୟରେ ପ୍ରସାରଣ କରିବା ପାଇଁ ଲକ୍ଷ୍ୟ କରା ଯାଉଛି . ଡାଲି , ତେଲ ର ମଞ୍ଜି , ବାଦାମ ଏହି ଫସଲ ବୃଦ୍ଧି ଉପରେ ବେଶି ଧ୍ୟାନ।

କୃଷି ପ୍ରତିନିଧି ନିର୍ଦ୍ଧେଶକ କୃଷି ବିଭାଗର ମୁଖ୍ୟ ଅଟନ୍ତି । ତାଙ୍କରୀ ତଦବଧାନରେ ୫ଜଣ ଜିଲ୍ଲା କୃଷି ପଦ।ଧିକାରୀଙ୍କୁ ନେଇ ଜିଲ୍ଲା କୃଷିକୁ ବିକାଶ ପଥରେ ଆଗେଇ ନେବା ପାଇଁ ଜିଲ୍ଲା କୃଷି ପଦଧିକାରୀ ନିମନ୍ଣ ମତେ ୧୨ଟି ମଣ୍ଡଲକୁ ଆବଣ୍ଟନ କରିଛନ୍ତି ।

ଜିଲା କୃଷି ପଦାଧିକାରାଙ୍କୁ ମଣ୍ତଳ ଆବଣ୍ଟନ
କ୍ରମିକ ସଂଖ୍ଯାଜିଲା କୃଷି ପଦାଧିକାରାଙ୍କ ନାମମଣ୍ଡଳର ନାମ
ବାଲେଶ୍ବରବାଲେଶ୍ବର ସଦର,ରେମୁଣା,ବସ୍ତା
ଜଲେଶ୍ବରଜଲେଶ୍ବର,ଭଗରାଈ,ବାଲିଆପାଳ
ସୋରସୋର,ବାହାନଗା
ଶିମୁଳିଆଶିମୁଳିଆ,ଖଇରା
ନୀଳଗିରିନୀଳଗୀରୀ,ଔପଦା

ବାଲେଶ୍ବର ଜାଲ୍ଲାରେ କୃଷିର ସ୍ଥିତି:

  1. ଭୋଗଳିକ କ୍ଷେତ୍ର–୩,୭୭,୪୪୩
  2. ଜଙ୍ଗଲ କ୍ଷେତ୍ର–୨୬,288
  3. ବିଭିନ୍ନ ବୃକ୍ଷ ଚାଷ–୨୫,୩୦୫
  4. ଗଚର ଜମି–୧୬,୪୮୩
  5. କୃଷି ଉପଜଗୀ କ୍ଷେତ୍ର–୯,୫୭୬
  6. କୃଷି ବିହୀନ କ୍ଷେତ୍ର –୩୮,୮୬୫
  7. ବଞ୍ଜର କ୍ଷେତ୍ର–୧୦,୦୦୮
  8. ଅନ୍ୟାନ୍ନ କ୍ଷେତ୍ର–୬୯୦୮
  9. ଚାଷ ଜମି କ୍ଷେତ୍ର–୨,୫୦,୫୫୦ : (କ)ଉଛ ଭୂମି– ୩୯.୦୬୯(ଖ) ମଧ୍ୟମ ଭୂମି –୧,୦୪,୪୨୫ (c) ନିଚା ଭୂମି-୧,୦୭,୦୫୬
  10. ଧାନ ଚାଷ – ୨,୨୦,୮୩୦: (a)ଉଛ ଭୂମି– ୩୪୯ (b) ମଧ୍ୟମ ଭୂମି –୧,୦୪,୪୨୫ (c)ନିଚା ଭୂମି-୧,୦୭,୦୫୬

କର୍ଜ୍ୟାଳୟ ଠିକଣ।:

କୃଷି ପ୍ରତିନିଧି ନିର୍ଦ୍ଧେଶକ,ବାଲେଶ୍ଵର

ଦୁରଭ।ଶ ନମ୍ବର:୦୬୭୮୨-୨୬୨୧୨୭

ଫ୍ୟାକ୍ସ ନମ୍ବର : ୦୬୭୮୨-୨୬୭୮୧୪

eMail id: ddabls[dot]dag[at]nic[dot]in