ବାଲେଶ୍ୱର ଓଡିଶାର ଏକ ଉପକୂଳବର୍ତ୍ତୀ ଜିଲ୍ଲା । ଏହା ରାଜ୍ୟର ଉତ୍ତରରେ ଅବସ୍ଥିତ । ଜିଲ୍ଲାର ମୁଖ୍ୟତଃ ଦୁଇଟି ଉପଖଣ୍ଡରେ ବିଭକ୍ତ । ଗୋଟିଏ ହେଲା ବାଲେଶ୍ୱର ଏବଂ ଅନ୍ୟଟି ନୀଳଗିରି । ଏଥିରେ ୧୨ ଟି ବ୍ଲକ ରହିଛି ଯାହା ନ୍ନିମନ ତାଲିକାରେ ଦିଆଯାଇଛି ।

ଉପଖଣ୍ଡ

ବାଲେଶ୍ୱର ଜିଲାର ଉପଖଣ୍ ତାଲିକା
କ୍ରମିକ ସଂ.ନାମ
ବାଲେଶ୍ୱର
ନୀଳଗିରି

ମଣ୍ଡଳ

ବାଲେଶ୍ୱର ଜିଲାର ମଣ୍ଡଳ ତାଲିକା
କ୍ରମିକ ସଂ.ନାମ
ବାହାନଗା
ବାଲେଶ୍ୱର
ବାଲିଆପାଳ
ବସ୍ତା
ଭଗରାଇ
ଜଲେଶ୍ୱର
ଖଈରା
ନିଳଗିରି
ଔପଦା
୧୦ରେମୁଣା
୧୧ସିମୁଳିଆ
୧୨ସୋର