ବାଲେଶ୍ଵର ଜିଲ୍ଲାର ଆରକ୍ଷୀ ବ୍ୟବସ୍ଥା ଆରକ୍ଷୀ ମହାନିର୍ଦ୍ଦେଶକ, ପୂର୍ବାଞ୍ଚଳ, ବାଲେଶ୍ୱରଙ୍କ ଅଧିନରେ କାର୍ଯ୍ୟ କରିଥାଏ, ଏହି ଜିଲ୍ଲାରେ ସମୁଦାୟ 23 ଟି ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା) କାର୍ଯ୍ୟକରୁଅଛୁ । ଯାହାର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା

ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା)

ବାଲେଶ୍ଵର ଜିଲ୍ଲାର ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା) ସମୂହ
କ୍ରମିକ ସଂଖ୍ୟାନାମ
ବାଲେଶ୍ଵର ସାଦର
ବାଲେଶ୍ଵର ଟାଉନ
ବାଲିଆପାଳ
ବସ୍ତା
ଭଗରାଇ
ବ୍ରମହପୁର
ଚାନ୍ଦିପୁର
ଏନାର୍ଜି
ଶିଳ୍ପାଞ୍ଚଳ ଥାନା
୧୦ଜଳେଶ୍ଵର
୧୧କମର୍ଦା
୧୨ଖଇରା
୧୩ଖାନତାପଡା
୧୪ମେରାଇନ ବଳରାମଗୋଡି
୧୫ନିଳଗିରି
୧୬ଔପଦା
୧୭ରାଇବଣିଆ
୧୮ରେମୁଣା
୧୯ରୂପଶା
୨୦ସହଦେବଖୁଣ୍ଟା
୨୧ସିମୁଳିଆ
୨୨ଶିଙ୍ଗଳା
୨୩ସୋର