ବାଲେଶ୍ୱର ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥା
ବର୍ଣ୍ଣନାସଂଖ୍ୟା
ଉପଖଣ୍ଡ:୦୨
ତହସିଲ ସଂଖ୍ୟା:୧୨
ନଗର ପାଳିକା:୦୧
ପୌରାଞ୍ଚଳ:୦୩
ମଣ୍ଡଳ ସଂଖ୍ୟା:୧୨
ପୁଲିସ ଥାନା ସଂଖ୍ୟା:୨୩
ଗ୍ରାମ ପଞ୍ଚାୟତ ସଂଖ୍ୟା:୩୬୦
ଜନବସତି ଗ୍ରାମ ସଂଖ୍ୟା:୨୬୮୪
ଜନ ବିରଳ ଗ୍ରାମ:୩୬୫
ସମୁଦାୟ ଗ୍ରାମ:୩୦୪୯