ବାଲେଶ୍ୱର ଜିଲ୍ଲାର ୨୦୧୧ ଜନଗଣନା ଆଧାରରେ:
Name:Value:
କ୍ଷେତ୍ରଫଳ:୩,୮୦୬,୦୦ ବର୍ଗ କିମି
ଜଗଂଲର କ୍ଷେତ୍ରଫଳ:୩୩୨,୨୧ ବର୍ଗ କିମି
ଉପଖଣ୍ଡ:୦୨
ତହସିଲ ସଂଖ୍ୟା:୧୨
ନଗର ପାଳିକା:୦୩
ପୌରାଞ୍ଚଳ:୦୧
ମଣ୍ଡଳ ସଂଖ୍ୟା:12
ପୁଲିସ ଥାନା ସଂଖ୍ୟା:23
ଗ୍ରାମ ପଞ୍ଚାୟତ ସଂଖ୍ୟା:୩୬୦
ଗ୍ରାମ ସଂଖ୍ୟା:୩୦୪୯
ସମୁଦାୟ ଜନ ସଂଖ୍ୟା(୨୦୧୧ ଜନ ଗଣନା ଅନୁଯାୟୀ)୨,୩୧୭,୪୧୯
ଜନସଂଖ୍ୟା ସାନ୍ଦ୍ରତା(ପ୍ରତି ବର୍ଗ କି. ମି.)୬୦୯