ବାଲେଶ୍ଵର ଜିଲ୍ଲା ରାଜ୍ୟର ଅର୍ଥନୀତି ଦୃଷ୍ଟିରୁ ଏକ ସୁଦୃଢ ଜିଲ୍ଲା ଅଟେ |ଯାହାକି ଉଭୟ କୃଷି ଏବଂ ଶିଳ୍ପ ସମୃଦ୍ଧ |ଜିଲ୍ଲାର ଲୋକଙ୍କ କୃଷି ହିଁ ମୁଖ୍ୟ ଅର୍ଥନୀତି |୧୮୭୮ ମସିହାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପ୍ରତିଷ୍ଠା ପରଠାରୁ ଶିପ୍ଲ କ୍ଷେତ୍ରରେ ଜିଲ୍ଲା ବହୁତ ଉନ୍ନତି ସାଧନ କରିଛି |ଏହା ଏବେ ଶିଳ୍ପ ପ୍ରତିଷ୍ଠା ଓ ପ୍ରତ୍ସାହନ କ୍ଷେତ୍ରରେ ଏକ ପ୍ରମୁଖ ଅନୁଷ୍ଠାନ ପାଲଟିଛି |ଫଳରେ ଜିଲ୍ଲାରେ ଭାରି ଉଦ୍ୟୋଗ ସହ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସହ କୁଟୀର ଶିଳ୍ପ, ହସ୍ତ ଶିଳ୍ପ ପ୍ରଭୃତିର ବିକାଶ ହୋଇଛି |ଓରି ପ୍ଲାଷ୍ଟ ,ଜଗନ୍ନାଥ ବିସ୍କୁଟ ପ୍ରା ଲିଃ, ଓଡିଶା ରବର ଶିଳ୍ପ ପ୍ରତିଷ୍ଠାନ ,ଏବଂ ଓଡିଶା ପ୍ଲାଷ୍ଟିକ ପ୍ରକ୍ରିୟାକରଣ ପ୍ରଭୃତି କେତେକ ଉଲେଖନୀୟ ଶିଳ୍ପ ସଂସ୍ଥା ସହିତ ବିର୍ଲାଟାୟାର୍ସ ,ଇସ୍ପାତ ଅଲେୟମ ଲିଃ,ଇମାମି କାଗଜ କଳ ଏବଂ ପୋଲାର ଫାର୍ମା ଇଣ୍ଡିଆ ପ୍ରଭୃତି ଅନେକ ଲଘୁ ଉଦ୍ଯୋଗ ଜିଲ୍ଲାର ଅର୍ଥନୀଟିକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ନେଇଛି |
- ମୂଳଉତ୍ସ
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ଦସ୍ତାବିଜ
- ପର୍ଯ୍ୟଟନ
- ସୂଚନା
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- ନିର୍ବାଚନ ଅଭିଲେଖାଗାର
- ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ନିର୍ବାଚନ
- ୩-ସ୍ତରୀୟ ପିଆରଆଇ ନିର୍ବାଚନ ୨୦୨୨
- ସ୍ୱତନ୍ତ୍ର ସଙ୍କ୍ଷିପ୍ତ ସଂଶୋଧନ ୨୦୨୨
- ଉପ ନିର୍ବାଚନ
- ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ ମାର୍ଗଦର୍ଶିକା ଦସ୍ତାବିଜ
- ଏସି ୩୮ ବାଲେଶ୍ୱର ପାଇଁ ପ୍ରାର୍ଥୀଙ୍କ ସତ୍ୟପାଠ
- ଓଡ଼ିଶାର ୩୮-ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉପ-ନିର୍ବାଚନ -୨୦୨୦ ପାଇଁ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ
- ନିର୍ବାଚନ- ୨୦୧୯
- ଦେଖନ୍ତୁ ଡ୍ରାଫ୍ଟ ଭୋଟର ତାଲିକା ୨୦୨୪
- ଫର୍ମ
- କୋଭିଡ – ୧୯
- ନାଗରିକ ସେବା
- ଯୋଜନା
- ସୂଚନା ଅଧିକାର
- ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଲିଙ୍କ୍
- ମିଡିଆ ଗ୍ୟାଲେରୀ
- ଫଟୋ ଗାଲେରୀ