ବାଲେଶ୍ଵର ଜିଲ୍ଲାଟି ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ . ୦୬-ବାଲେଶ୍ଵର ଲୋକସଭା ନିର୍ବାଚନ ମଣ୍ଡଳୀ ଏହା ବାଲେଶ୍ଵର ଜିଲ୍ଲାର ୦୬ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ପଡୋଶୀ ଭଦ୍ରକ ଜିଲ୍ଲାର ୦୭-ଭଦ୍ରକ(ଅନୁସୂଚିତ ଜାତି ନିମନ୍ତେ ସଂରକ୍ଷିତି) ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସୋର ଏବଂ ସିମୁଳିଆ ୦୨ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ।
ଲୋକସଭା ନିର୍ବାଚନ ମଣ୍ଡଳୀର
ବାଲେଶ୍ଵର ଜିଲ୍ଲାଟି ଲୋକସଭା ନିର୍ବାଚନ ମଣ୍ଡଳୀର ତାଲିକା| କ୍ରମିକ ସଂଖ୍ୟା. | ନାମ |
|---|
| ୧ | ୦୬-ବାଲେଶ୍ଵର |
| ୨ | ୦୭-ଭଦ୍ରକ(ଅନୁସୂଚିତ) |
ବିଧାନସଭା ନିର୍ବାଚନ ମଣ୍ଡଳୀ
ବାଲେଶ୍ଵର ଜିଲ୍ଲାଟି ବିଧାନସଭା ନିର୍ବାଚନ ମଣ୍ଡଳୀର ତାଲିକା| କ୍ରମିକ ସଂଖ୍ୟା | ନାମ |
|---|
| ୧ | ୦୩୫-ଜଳେଶ୍ଵର |
| ୨ | ୦୩୬-ଭାଗରାଇ |
| ୩ | ୦୩୭-ବସ୍ତା |
| ୪ | ୦୩୮-ବାଲେଶ୍ଵର |
| ୫ | ୦୩୯-ରେମୁଣା (ଅନୁସୂଚିତ) |
| ୬ | ୦୪୦-ନିଳଗିରି |
| ୭ | ୦୪୧-ସୋର (ଅନୁସୂଚିତ) |
| ୮ | ୦୪୨-ସିମୁଳିଆ |