ବର୍ଗ : ଧାର୍ମିକ
ଦେବଗିରି ପାହାଡ଼ ରେ ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ ଟି ଏକ ମନୋରମ ପରିବେଶ ମଧ୍ୟରେ ଅବସ୍ଥିତ । ଚିରସ୍ରୋତା ଝରଣାର ଜଳସ୍ରୋତ ମଧ୍ୟରେ ପାଞ୍ଚଟି ଶିବ ଲିଙ୍ଗ ଥିବାରୁ ଏହି ସ୍ଥାନ ଟି ପଞ୍ଚଲିଙ୍ଗେଶ୍ଵର ନାମରେ ନ।ମିତ ହୋଇଛି । ଏହି ସ୍ଥାନ ର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରକୃତି ପ୍ରେମୀ ଓ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥାଏ । ଓଡିଶା ,ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟ ରୁ ବହୁ ପର୍ଯ୍ୟଟକ ଏହି ସ୍ଥାନ କୁ ବର୍ଷସାରା ଶିବ ଙ୍କ ଦର୍ଶନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥାନ୍ତି ।
ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର ଭୁବନେଶ୍ୱର ୨୦୦ କି.ମି ଦୂରତା ରେ ଅବସ୍ଥିତ ।
ସଡ଼କ ପଥରେ
ବାଲେଶ୍ୱର(୩୦ କିମି )ରୁ ସଡ଼କପଥ ରେ ପଞ୍ଚଲିଙ୍ଗେଶ୍ୱର କୁ ନିୟମିତ ଭାବେ ବସ ଚଳାଚଳ କରେ ।
ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ ବାଲେଶ୍ୱର (୩୦ କି.ମି )।