ବାଲେଶ୍ୱର ଓଡିଶାର ଏକ ଉପକୂଳବର୍ତ୍ତୀ ଜିଲ୍ଲା । ଏହା ରାଜ୍ୟର ଉତ୍ତରରେ ଅବସ୍ଥିତ । ଜିଲ୍ଲାର ମୁଖ୍ୟତଃ ଦୁଇଟି ଉପଖଣ୍ଡରେ ବିଭକ୍ତ । ଗୋଟିଏ ହେଲା ବାଲେଶ୍ୱର ଏବଂ ଅନ୍ୟଟି ନୀଳଗିରି । ଏଥିରେ ୧୨ ଟି ବ୍ଲକ ରହିଛି ଯାହା ନ୍ନିମନ ତାଲିକାରେ ଦିଆଯାଇଛି ।
ଉପବିଭାଗ
| କ୍ରମିକ ସଂ. | ନାମ |
|---|---|
| ୧ | ବାଲେଶ୍ୱର |
| ୨ | ନୀଳଗିରି |
ମଣ୍ଡଳ
| କ୍ରମିକ ସଂ. | ନାମ |
|---|---|
| ୧ | ବାହାନଗା |
| ୨ | ବାଲେଶ୍ୱର |
| ୩ | ବାଲିଆପାଳ |
| ୪ | ବସ୍ତା |
| ୫ | ଭଗରାଇ |
| ୬ | ଜଲେଶ୍ୱର |
| ୭ | ଖଈରା |
| ୮ | ନିଳଗିରି |
| ୯ | ଔପଦା |
| ୧୦ | ରେମୁଣା |
| ୧୧ | ସିମୁଳିଆ |
| ୧୨ | ସୋର |